ହୋଲି
କହ ହୋଲି
ରଙ୍ଗ ପିଚିକାରୀ ରଙ୍ଗିଲା ଅବିରେ
ଦୁଃଖ କିବା ଯିବ ଚାଲି ?ବସନ୍ତ ଆସିଛି
ଫୁଲ ଫୁଟି ଅଛି
ପୁରୀ ଖିରି ପିଠା ମହକ ବାସୁଛି,
ଦୁଃଖୀ କୁଡ଼ିଆରେ
ପେଟ ଭରିବାକୁ
ଜଳି ନାହି ଆଜି ଚୁଲି
କହ ହୋଲି …
ରଙ୍ଗ ପିଚିକାରୀ ରଙ୍ଗିଲା ଅବୀରେ
ଦୁଃଖ କିବା ଯିବ ଚାଲି ??
ହୋଲି
କହ ହୋଲି
ରଙ୍ଗ ପିଚିକାରୀ ରଙ୍ଗିଲା ଅବିରେ
ଦୁଃଖ କିବା ଯିବ ଚାଲି ?ବସନ୍ତ ଆସିଛି
ଫୁଲ ଫୁଟି ଅଛି
ପୁରୀ ଖିରି ପିଠା ମହକ ବାସୁଛି,
ଦୁଃଖୀ କୁଡ଼ିଆରେ
ପେଟ ଭରିବାକୁ
ଜଳି ନାହି ଆଜି ଚୁଲି
କହ ହୋଲି …
ରଙ୍ଗ ପିଚିକାରୀ ରଙ୍ଗିଲା ଅବୀରେ
ଦୁଃଖ କିବା ଯିବ ଚାଲି ??
Leave a Reply