
BOD ମେମ୍ବର ମାନଙ୍କୁ ତାଲିମ
BOD ମେମ୍ବର ମାନଙ୍କୁ ତାଲିମ ବାଙ୍କିମୁଣ୍ଡୀ ମହିଳା କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ କିଶୋରନଗର ଅନୁଗୁଳ ର BOD ମେମ୍ବର ମାନଙ୍କ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ‘ରେ ନାବାର୍ଡ ଡିଡିଏମ ଶ୍ରୀଯୁକ୍ତ ଆଶୁତୋଷ ରାୟ ,ନିଗମ ସଂପାଦକ ଶ୍ରୀଯୁକ୍ତ ସୁରେଶ କୁମାର ତ୍ରିପାଠୀ,AEW ବିଭୁଦତ୍ତ ପ୍ରଧାନ, ଜିଲ୍ଲା ସଂଯୋଜକ ନବ ଦାଶ ଉଦଘାଟନ କରିଥିଲେ ଏବଂ ତାଲିମ ଦାତା ପବିତ୍ର ପଟ୍ଟନାୟକ ତାଲିମ ପ୍ରଦାନ କରିଥିଲେ ।

ସକାଳ
ସକାଳ ସୁରେଶ କୁମାର ତ୍ରିପାଠୀ ଏହି ରାତି ପାହିଯିବମନର ଅନ୍ଧାର ଉପରେଆଲୋକର ରେଖା ରାଜୁତି କରିବ ।ପକ୍ଷୀ ରାଜିର ମନଲୋଭା ଶବ୍ଦରେସ୍ବାଗତ ସଙ୍ଗୀତ ଗଜଲ୍ ଗାଇବସିନ୍ଦୁରା ଫାଟିବ , ତାରା ଲିଭି ଯିବଆକାଶ ଛାତିରେ ଜହ୍ନ୍ନ ମାମୁ ଫିକା ଦିଶୁଥିବଯେବେ ପୁଣି ସକାଳ ଆସିବ । ଶ୍ଳୋକ ସଙ୍ଗୀତ ର ମୂର୍ଚ୍ଛନା ଭିତରେଦେବ ନଗରୀରେ ସକାଳ ଆସିବ।ଦିଅଁ ପୂଜାରେ ମଗ୍ନ ଥିବା ମନ୍ତ୍ରୀ ଝିଅରସ୍ବପ୍ନ କଣ ସତେ ଅଙ୍କୁରିତ ହେବ ?ରାଜା ପୁଅ ସହ ଶୁଭ ମହୁରତ […]

ଭୁବନେଶ୍ୱର ରେ CEO ମାନଙ୍କର ମାସିକ କାର୍ଯ୍ୟ ତର୍ଜମା ବୈଠକ୍
ନିଗମ ବିଜେବି ନଗର ଅଫିସ ରେ ୦୫.୦୫.୨୫ ସୋମବାର ସବୁ FPO ମାନଙ୍କର CEO ମାନନକୁନେଇ ମାସିକ କାର୍ଯ୍ୟ ତର୍ଜମା ବୈଠକ୍ ଅନୁଷ୍ଠିତ ହେଇ ଯାଇଛି। ନାବାଡ଼ର୍ ନାବକିଶାନ୍ ର କର୍ମଚାରୀ ମାନଙ୍କ ଦ୍ଵାରା କର୍ମଶାଳାଟି ବି ଆୟୋଜନ ହୋଇଥିଲା ଏଥିରେ କିପରି FPO ମାନଙ୍କୁ କମ ସୁଧରେ ଋଣ ମିଳିପାରିବ ଓ କିପରି ଆବେଦନ କରି ହେବ ସେହି ବିଷୟରେ ଆଲୋଚନା କଲେ। ଶେଷରେ ନିଗମ ଅଧ୍ୟକ୍ଷ ସୁରେଶ ତ୍ରିପାଠୀ ସବୁ FPO ମାନଙ୍କର ବ୍ୟବସାୟ […]

BOD Meeting in Manik Patana, Puri with DDM
Ddm nabard puri meeting with bod members of manik patana , puri

ପବିତ୍ର ଅକ୍ଷୟ ତୃତୀୟା
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଚାଷ କାର୍ଯ୍ୟର ଆଦ୍ୟ ପର୍ବ ‘ମୁଠି ଅନୁକୂଳ ତଥା କୃଷକ ଦିବସ ପାଳନ ଅବସରରେ ସମଗ୍ର ଚାଷୀକୂଳକୁ ଶୁଭେଚ୍ଛା ଜଣାଉଛୁ ।ଅକ୍ଷୟ ତୃତୀୟ ଉପଲକ୍ଷେ ଅଭିନନ୍ଦନ…. ✍🏻


Meeting with NABARD DDM Sir involving BOD members in FPO office
Today, a meeting was organized at our FPO in the presence of DDM Sir, involving the BOD Sir and some group leaders.

Share Certificate Distribution to FPO members
Today 1st half lambodar Mohanty sir from buyer crop plant,visited of our FPO , with the presence of chairman madam , we discussed about BLF . Then 2nd half we went to antara village of antara gp regarding share certificate distribution.

ସୃଷ୍ଟି ବହୁତ୍ ବିଚିତ୍ର
ସୃଷ୍ଟି ବହୁତ୍ ବିଚିତ୍ର ସୃଷ୍ଟି ବହୁତ୍ ବିଚିତ୍ର ସୃଷ୍ଟି ବହୁତ୍ ବିଚିତ୍ର । ସୃଷ୍ଟିର ପ୍ରତ୍ୟେକ ସୋପାନ ନିହାତି ସୁନ୍ଦର୍ ଆଉ ସାବଲୀଳ। ଜୀବନ ବି ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭଳି । ଜୀବନକୁ ଭଲ ପାଇବା ଆଉ ଅନ୍ୟର ହୃଦୟରେ ସ୍ଥାନ ପାଇବା ପ୍ରତ୍ୟେକ ମଣିଷର ଲକ୍ଷ୍ୟ ହେବା ଦରକାର୍ । ଆମେ ସମସ୍ତେ ଅଳ୍ପ ବହୁତ୍ ଆନନ୍ଦ ଆଉ ଖୁସି ଖୋଜି ଥାଉ । ଖୁସି ଆଉ କୋଉଠି ନ ଥାଏ । […]

ଉନ୍ନତ ଧାନ ବିହନ ବିକ୍ରୀ ପାଇଁ ଚାଷୀ ମାନଙ୍କୁ ମିଟିଂ ମାଧ୍ୟମରେ ସୂଚନା ଦିଆଗଲା FPO
18/04/2025ଆଜି ଆମେ ଚଢ଼େପାହାଡ଼ି ଗ୍ରାମ କୁ ଯାଇଥିଲୁ ଏବଂ ସେଠାରେ ଚାଷୀଙ୍କୁ ଏକାଠି କରି ମିଟିଙ୍ଗ କରିଥିଲୁ ଏଥର ଖରିଫ ଧାନ ଚାଷରେ ବିହନ FPO ଠାରୁ ଦେବୁ ଏବଂ ଚାଷୀଙ୍କୁ FPO ରେ ମେମ୍ବର ହେବ ପାଇଁ ମଧ୍ୟ କହିଥିଲୁ .

Capacity Building Programme
18.04.25Today we organised a capacity building programme with FPO bods & RMC officials.Discussed about moong Mandi initiation, procurement, quality check & other aspects of Mandi.Then went to Banthapur goudaput for rice seed enquiry.

IFFCO କମ୍ପାନୀ ଅଧିକାରୀ ମାନେ ଚାଷୀଙ୍କୁ ତାଲିମ
ଧର୍ମାଗତପୁର (salepur) ଠାରେ FPO ଚାଷୀ ମାନଙ୍କୁ ତାଲିମ, IFFCO କମ୍ପାନୀ ଅଧିକାରୀ ମାନେ ଏକ ମିଟିଙ୍ଗ ମାଧ୍ୟମରେ ଚାଷୀ ମାନଙ୍କୁ କୀଟନାଶକ ଓ ସାର ପ୍ରୟାଗ କିପରି ହେବ ବୁଝାଉଛନ୍ତି।