
ନିଗମ ବିଜେବି ନଗର ଅଫିସ ରେ ୦୫.୦୫.୨୫ ସୋମବାର ସବୁ FPO ମାନଙ୍କର CEO ମାନନକୁନେଇ ମାସିକ କାର୍ଯ୍ୟ ତର୍ଜମା ବୈଠକ୍ ଅନୁଷ୍ଠିତ ହେଇ ଯାଇଛି।

ନାବାଡ଼ର୍ ନାବକିଶାନ୍ ର କର୍ମଚାରୀ ମାନଙ୍କ ଦ୍ଵାରା କର୍ମଶାଳାଟି ବି ଆୟୋଜନ ହୋଇଥିଲା ଏଥିରେ କିପରି FPO ମାନଙ୍କୁ କମ ସୁଧରେ ଋଣ ମିଳିପାରିବ ଓ କିପରି ଆବେଦନ କରି ହେବ ସେହି ବିଷୟରେ ଆଲୋଚନା କଲେ।

ଶେଷରେ ନିଗମ ଅଧ୍ୟକ୍ଷ ସୁରେଶ ତ୍ରିପାଠୀ ସବୁ FPO ମାନଙ୍କର ବ୍ୟବସାୟ ଓ FPO ର ମେମ୍ବର ସର୍ଭେ କିପରି ହେବ ବୁଝାଇଥିଲେ।
Leave a Reply