ଓଡ଼ିଆ ନୂଆ ବର୍ଷ ଆଉ ପ୍ରଭୁ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା
ଜୟ ଜଗନ୍ନାଥ। ଓଡ଼ିଆ ନୂଆ ବର୍ଷ ଆଉ ପ୍ରଭୁ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ।
ଆଜି ଆମ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ ଦିନ । ପନ୍ଦର ବର୍ଷ ପୂର୍ବରୁ ମୁଁ ସମ୍ପାଦକ ଭାବରେ ଆଜି ଦିନରେ ନିଗମ ର ଦାୟିତ୍ଵ ନେଇଥିଲି । ଏହି ସଂଗଠନକୁ ନୂଆ ରୂପ ଦେବା ପାଇଁ ଆମେ ଅହରହ ଉଦ୍ୟମ କରି ଏହି ସ୍ଥାନରେ ପହଞ୍ଚି ପାରିଛୁ। ଆପଣ ମାନଙ୍କ ସହଯୋଗ ଆମକୁ ଅନେକ ସଫଳତା ଦେଇଛି ।
ଆଜି ଦିନରେ ସମସ୍ତଙ୍କୁ ଶୁଭେଚ୍ଛା। ମୁଁ ଆଶା କରିବା ଆଜିର ଏହି ସଂକଳ୍ପ ଦିବସରେ ଆମେ ମଣିଷ କୁ ଭଲପାଇବା ଭଳି ସବୁଠୁ ସଦଗୁଣ ରେ ନିଜକୁ ବ୍ରତୀ କରିବା । ଜୟ ଜଗନ୍ନାଥ।

Leave a Reply