Blog

ଶିଳ୍ପ ସମ୍ରାଟ ଶ୍ରୀ ରତନ ଟାଟା କଣ ପାଇଁ କୋଟି ଭାରତୀୟଙ୍କ ହୃଦୟ ଜିତି ଥିଲେ ??

ଶିଳ୍ପ ସମ୍ରାଟ ଶ୍ରୀ ରତନ ଟାଟା କଣ ପାଇଁ କୋଟି ଭାରତୀୟଙ୍କ ହୃଦୟ ଜିତି ଥିଲେ ??

ସହଜ ଉତ୍ତର :
ସେ ନମ୍ର ଆଉ ଉଦାର ଥିଲେ
ସେ ଅହଙ୍କାରୀ ନ୍ ଥିଲେ।
ସେ ଦାନ ଆଉ ସହଯୋଗ ରେ ବିଶ୍ୱାସ କରୁ ଥିଲେ ।
ସେ ଶୀଳ୍ପ ସହିତ ମଣିଷର ଆବେଗ କୁ ଯୋଡ଼ି ପାରି ଥିଲେ।
ତାଙ୍କର ସାଧାରଣ ମଣିଷ ଙ୍କ ପ୍ରତି ଥିବା ଶ୍ରଦ୍ଧା ଆଉ ଭଲ ପାଇବା ତାଙ୍କୁ ହୃଦୟ ସମ୍ରାଟ ସଜେଇ ପାରିଥିଲା।

ଅତଏବ ଚରିତ୍ର ବଦଳେଇବା । ସ୍ଥିର ଧିର ନମ୍ର ହେବା । ଅହଙ୍କାର କୁ ପରିତ୍ୟାଗ କରିବା । ଦୁନିଆ ମନେ ରଖିବ । ନଚେତ୍ ଶ୍ମଶାନ ରେ ଯୁଇ ଉପରେ ଜୁଇ ଜଳି ଚାଲିବ ଆମକୁ କେହି ମନେ ରଖିବେ ନାହିଁ।

ଜୟ ଜଗନ୍ନାଥ 🙏🙏

Leave a Reply

Your email address will not be published. Required fields are marked *