Blog

ବଡ଼ମ୍ବା ବଡ଼ମ୍ବା ଶସ୍ୟ ବିବିଧିକରଣ କାର୍ଯ୍ୟକ୍ରମ

ବଡ଼ମ୍ବା ବଡ଼ମ୍ବା ଶସ୍ୟ ବିବିଧିକରଣ କାର୍ଯ୍ୟକ୍ରମ

ବଡ଼ମ୍ବା ବଡ଼ମ୍ବା ଶସ୍ୟ ବିବିଧିକରଣ କାର୍ଯ୍ୟକ୍ରମ, ବିବିଧିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ଓଡ଼ିଶା କୃଷି ବିଭାଗ ସହଯୋଗରେ ପଚିଶ ଜଣ ଚାଷୀ ହାଇଦ୍ରାବାଦ ସ୍ଥିତ IIMR ପ୍ରତିଷ୍ଠାନ କୁ ପରିଦର୍ଶନ ପାଇଁ ଭୁବନେଶ୍ବର ରେଳ ଷ୍ଟେସନ ରୁ ବିଶାଖା ଏକ୍ସପ୍ରେସ ରେ ଯାତ୍ରା ଆରମ୍ଭ କଲେ। ସେମାନଙ୍କ ଯାତ୍ରା ସଫଳ ହେଉ। ଜୟ ଜଗନ୍ନାଥ 🙏🙏

\"\"

ଚାଷୀ ମାନଙ୍କ ସହିତ ନିଗମ ngo ର ସମ୍ପାଦକ ସୁରେଶ ତ୍ରିପାଠୀ ମହଦୟୋ, ଚାଷୀ ମାନଙ୍କୁ ରେଳ ଷ୍ଟେସନରେ ବିଦାୟ ଦେବା ଅବସରରେ

Leave a Reply

Your email address will not be published. Required fields are marked *