ନିତି କଥା ….୮
ନିତି କଥା ….୮
ସୁରେଶ୍ କୁମାର ତ୍ରିପାଠୀ
ଶୁଭ ସନ୍ଧ୍ୟା …!
ଆଜି ନିତି କଥା ରେ ବେଶି ଆଲୋଚନା ନାହିଁ। ଗୋଟିଏ କଥା ସ୍ପଷ୍ଟ କି ଜିଦି ମଣିଷ କୁ ଧ୍ଵଂସ କରି ଦିଏ । ଅହମିକା ବ୍ୟକ୍ତିତ୍ଵ କୁ ଚୂର୍ ମାର କରି ଦିଏ। ନିଜ ଭୁଲ କୁ ନ ମାନି ଅନ୍ୟର ଭୁଲ କୁ ଦେଖିଲେ ମଣିଷ ଗୋଟିଏ ବି ପାଦ ଆଗକୁ ଯାଇ ପାରେ ନାହିଁ।
ସବୁ ବେଳେ ସମୟ ଜଣଙ୍କ ସପକ୍ଷରେ ଯାଏ ନାହିଁ। ସାପ ସିଢ଼ି ଖେଳରେ ଆପଣ ବି ନିଶ୍ଚୟ ହାରିବେ। ଅତଏବ ନିଜକୁ ସୁଧାର କରନ୍ତୁ। ଜୟ ଜଗନ୍ନାଥ।🙏🙏।