Blog

ନିଗମର ତିରିଶ ତମ ଜନ୍ମ ବାର୍ଷିକ ପକ୍ଷ ସହିତ ପିକ୍ ନିକ

ଜାନୁଆରୀ ନୂଆ ବର୍ଷର ଚାରି 4 ତାରିଖ ରେ ନିଗମର ତିରିଶ ତମ ଜନ୍ମ ବାର୍ଷିକ ପକ୍ଷ ସହିତ ପିକ୍ ନିକ ଧଉଳି ସ୍ତୁପ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେଲା। ଏହି ଭୋଜି ରେ ଆମେ ପରସ୍ପରକୁ ଭେଟିଲୁ, କିଛି ଖୁସି ର ମୁହୂର୍ତ୍ତ ରେ ସଂଗଠନର ସମସ୍ତ ସଦସ୍ୟ ଭୋଜି କୁ ଉପଭୋଗ କଲେ l ନୂଆ ବର୍ଷର ଶୁଭ କାମନା । ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *