Blog

ଜୟ ଜଗନ୍ନାଥ ଶୁଭ ସକାଳ

ସିନ୍ଦୂରା ଫାଟିବା ବେଳେ ସୂର୍ଯ୍ୟ ଦେବ ପୃଥିବୀ ଆଗମନ ପାଇଁ ସଜ୍ ବାଜ୍ ହେଉଛନ୍ତି ।ଏମିତି ଏକ ବ୍ରାହ୍ମ ମୁହୂର୍ତ୍ତ ରେ ଶଯ୍ୟା ତ୍ୟାଗ କରି ମଣିଷ ତାର କର୍ମମୟ ଜୀବନ ଆରମ୍ଭ କରିବା ପାଇଁ ନିଜକୁ ପ୍ରସ୍ତୁତ କରେ। ଏହା ସତ୍ୟ ଈଶ୍ବରଙ୍କ ଆଶିଷ ବିନା ମଣିଷ କୌଣସି ବି ସ୍ଥାନରେ ପହଞ୍ଚି ପାରେ ନାହିଁ । ଅତଏବ ଆଜି ଦିନରେ ଆମେ ଅତି କମରେ ଗୋଟିଏ ଲୋକ ଭିତରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଦରକାର କି ସହଯୋଗ ଆଉ ସହାନୁଭୂତି ସହିତ ନିଃସ୍ଵାର୍ଥପର କର୍ମ ଭାବନା ମଣିଷ କୁ ନିଶ୍ଚୟ ଗୋଟିଏ ଉଚ୍ଚ ସ୍ଥାନରେ ପହଞ୍ଚାଇ ଦେଇ ପାରେ। ଆସନ୍ତୁ ପ୍ରଭୁ ଙ୍କ ଚରଣାଶ୍ରିତ ହୋଇ ଆଜିର ଦିନ ଆରମ୍ଭ କରିବା । ଜୟ ଜଗନ୍ନାଥ 🙏🙏🙏

Leave a Reply

Your email address will not be published. Required fields are marked *