କନ୍ଧମାଳର ଜୀବନ ଜୀବିକା
କନ୍ଧମାଳର ଜୀବନ ଜୀବିକା
କୋର୍ଟପାଡ ଅଞ୍ଚଳରେ ମହିଳା ମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି। ଜଙ୍ଗଲ ବହୁଳ ନହେଲେବି ପାହାଡ ପର୍ବତ ରେ ଜିଲ୍ଲା ଟି ପରିପୂର୍ଣ l ସମତଳ ଅଞ୍ଚଳ କମ୍, ସେହିପରି ଚାଷ ଜମି ବି କମ୍ । କିନ୍ତୁ ବହୁତ୍ ପାହାଡିଆ ଢାଲୁ ଢ଼ିପ ଜମି ଛୋଟ ମୋଟ ଝୁମ୍ପୁଡ଼ି ଜଙ୍ଗଲ ରେ ପୁରା ଭରି ରହିଛି । ସେହି କୋଟପାଡ ବ୍ଲକ ଅଞ୍ଚଳ ରେ ନାବଡର ୱାଡ଼ି ପ୍ରୋଜେକ୍ଟ ଚାଲୁଅଛି ଓ ନିଗମ ଦ୍ଵାରା ପରିଚାଳିତ ହେଉଛି। ସେଠାରେ ଆମ୍ବ ପଣସ ଗଛକୁ ଲଗାଯାଇ ଫସଲଭିମୁଖି ପରିବେଶ ତିଆରି ଚାଲିଛି।