Blog

ଆୱାରନେସ ମିଟିଂ, ମୋରଡ଼ା

ଆୱାରନେସ ମିଟିଂ, ମୋରଡ଼ା

ଆଜି ଅଫିସ କୁ ଗଲା ପରେ ବେତନଟୀ RMC ଗୋଲି ଓ RMC ର ୨ ଜଣ ସାର୍ ଙ୍କ ସହ ପ୍ରଥମେ ମୋରାଡା ରେ ଚାଷ ହୋଇ ଥିବା ପନିପରିବା ବିଲ କୁ ଯାଇକି ଫଟୋ ଉଠାଇଲୁ ତା ପରେ ଆମ ଅଫିସ୍ କୁ ଯାଇକି ରାମ ବାବୁ ଙ୍କ ଘର କୁ ଗଲୁ ସେଠାରେ ଗୋଟେ awearness ମିଟିଂ ହେଲା ବେତନଟୀ RMC ଦ୍ୱାରା ତାପରେ ଆମର FPO ର ଚାଷୀ ଭାଈ ମାନେ କରିଥିବା ପନିପରିବା ଚାଷ ଜମି କୁ ଗଲୁ ଏବଂ ଫଟୋ RMC ସାର୍ ମାନେ ନେଲେ e- nam trading ପାଇଁ।

\"\"

Leave a Reply

Your email address will not be published. Required fields are marked *