Blog

OSOP ଭୁବନେଶ୍ୱର ଷ୍ଟେସନରେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରୁଛି

ତା 03.03.24ରିଖ ରେ ଭୁବେଶ୍ୱର ଷ୍ଟେସନରେ OSOP ଷ୍ଟୋରରେ ରେକଡ଼ ସଂଖ୍ୟକ ବିକ୍ରି ହୋଇଅଛି। FPO ର ଚାଷୀ ମାନଙ୍କ ଉତ୍ପାଦ ଗୁଡ଼ିକୁ ନେଇ OSOP ସ୍ତରରେ ବିକ୍ରି କରି ଚାଷୀ ମାନେ ଲାଭବାନ ହେଉଛନ୍ତି। ଏହି ଷ୍ଟଲରେ ବହୁଳ ଭାବରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ବହୁଳ ଭାବରେ ଆଦୃତ ହେଇ ପାରୁଛି । ନାବାଡ଼ର୍ ସହାୟତାରେ ନିଗମ NGO ପରିଚାଳନାରେ OSOP ଷ୍ଟୋର ଗୁଡ଼ିକ ଚାଲୁଅଛି। ଏଠାରେ ସମସ୍ତ FPO ଙ୍କ ଦ୍ଵାରା ନିର୍ମିତ ହେଇଥିବା ସାମଗ୍ରୀ ବିକ୍ରି କରା ଯାଉଛି।

\"\"

Leave a Reply

Your email address will not be published. Required fields are marked *