Blog

ଧଳାପଥର ଠାରେ ହସ୍ତତନ୍ତ ଦିବସ ପାଳନ ଅବସରରେ ନାବାଡ଼ର୍ DDM ଡିଜିଟାଲ ପ୍ଲାଟଫର୍ମରେ ସମସ୍ତ ବୁଣାକାର ମାନଙ୍କୁ ଯୋଡାଜିବ ବୋଲି ସୂଚନା ଦେଲେ।

ଧଳାପଥର କଲ୍ୟାଣ ମଣ୍ଡପରେ ଏକ ଭବ୍ୟ ସମାବେଶରେ ବୁଣାକାର ମାନଙ୍କୁ ନେଇ ହସ୍ତତନ୍ତ ଦିବସ ପାଳନ କରାଯାଇଛି। ଏହି ଅବସରରେ ନାବାଡ଼ର୍ DDM ଧଳାପଥର OFPO ର ସିଇଓ ଙ୍କୁ ସମ୍ମାନିତ କଲେ। ଧଳାପଥର ର ବୁଣାକାର ମନେ କିପରି ଡିଜିଟାଲ ପ୍ଲାଟଫର୍ମରେ ମାଧ୍ୟମରେ କିପରି କିଣାବିକା କରିବେ ବୁଝାଇ ଥିଲେ।

\"\"
\"\"
\"\"
\"\"
\"\"
\"\"
\"\"

Leave a Reply

Your email address will not be published. Required fields are marked *