Blog

Krusi Ratha (କୃଷି ରଥ ବଡ଼ମ୍ବା ବ୍ଲକ)

Krusi Ratha inaugurated by block chairman along with atma chairman BAO,AAU, AAO, ABDO, BPM all staff of block and team Nigam Badamba

ନିଗମ NGO ଓ ବଡ଼ମ୍ବା ବ୍ଲକ ସହ ମିଳିତ ଭାବରେ ବଡ଼ମ୍ବା ବ୍ଲକରେ କୃଷି ସଚେତନତା ରଥ ଶୁଭ ଆରମ୍ଭ ହୋଇଯାଇଛି l ପ୍ରଚାର ପ୍ରସାର ମାଧ୍ୟମରେ ବ୍ଲକ ଅନ୍ତର୍ଗତ ସମସ୍ତ ଚାଷୀ ମାନଙ୍କୁ ଚାଷ ସମ୍ବଧିୟ ସମସ୍ତ ସୂଚନା ଦିଆଯାଉଛି l ଏଥିରେ ସରକାରଙ୍କର ସମସ୍ତ କୃଷି ଯୋଜନା ଗୁଡିକ ସୁନ୍ଦର ଗୀତ ଗାନ କରି ସ୍ମୁତି ମଧୁର ଭାବରେ ଚାଷୀ ମାନଙ୍କୁ ଶୁଣାଇ ଦିଅ ଯାଉଛି l ଚାଷ ରୋଗ ପୋକ ସମ୍ବନ୍ଧୀୟ ନିରାକାର କିପରି ହେବ ତା ସହିତ ଫସଲ କିପରି ଭଲ ହେବ ସେ ବିଷୟରେ ଅବଗତ କରାଯାଉଛି l ଏଥିରେ ନିଗମର ସରୋଜ କୁମାର ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

\"\"

Leave a Reply

Your email address will not be published. Required fields are marked *