Category: Blog
-
ନବକଳେବର FPO ଅଫିସ ରେ ନିଗମ NGO ଦ୍ଵାରା ଅଡିଟ
ନବକଳେବର କୃଷକ ଉତ୍ପାଦକ ସଙ୍ଗଠନ ଅଫିସ ରେ ନିଗମ NGO ଅଫିସ ର ଆକାଉଣ୍ଟ ଅଫିସର ବିରଳା ବାବୁଙ୍କ ଦ୍ଵାରା ଆକାଉଣ୍ଟ ଅଡିଟ ହେଉଛି। ନବକଳେବର FPO ମାଧ୍ୟମରେ ହାଣ୍ଡିକ୍ରାଫ୍ଟ ତାଲିମ ପ୍ରଦାନ କରାଯାଇ କାରିଗର ମାନଙ୍କ ଠାରୁ ସବାଇ ସାମଗ୍ରୀ ଗୁଡ଼ିକୁ ଭୁବନେଶ୍ୱର ନିଗମ ଅଫିସକୁ ପଠାଯାଇଛି, ସେଗୁଡିକୁ ବିଭିନ୍ନ ଷ୍ଟଲ୍ ମାନଙ୍କରେ ବିକ୍ରୀ କରିବା ପାଇଁ।
-
କଳାଠାକୁର FPO କୁ ନାବାଡ଼ର୍ DDM sir ଙ୍କ ପରିଦର୍ଶନ
Kalathakur FPOକୁ Nabard DDM SIR VISIT କରିବାକୁ ଆସିଥିଲେ ଏବଂ ସମସ୍ତ BOD ମାନଙ୍କ ସହ BUSINESS ବିଷୟ ରେ ଆଲୋଚନା କଲେ । କିପରି FPO ର ବ୍ୟବସାୟ ବୃଦ୍ଧି ହେବ ସେ ବିଷୟରେ ଆଲୋଚନା କଲେ। CIWA ରୁ ଆସିଥିବା MACHINE ଗୁଡ଼ିକୁ କୁ DDM SIR ଯାଇ ଦେଖି କରି ଆସିଲେ ।।।।।