Blog

BOD ମେମ୍ବର ମାନଙ୍କୁ ତାଲିମ

BOD ମେମ୍ବର ମାନଙ୍କୁ ତାଲିମ

ବାଙ୍କିମୁଣ୍ଡୀ ମହିଳା କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ କିଶୋରନଗର ଅନୁଗୁଳ ର BOD ମେମ୍ବର ମାନଙ୍କ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ \’ରେ ନାବାର୍ଡ ଡିଡିଏମ ଶ୍ରୀଯୁକ୍ତ ଆଶୁତୋଷ ରାୟ ,ନିଗମ ସଂପାଦକ ଶ୍ରୀଯୁକ୍ତ ସୁରେଶ କୁମାର ତ୍ରିପାଠୀ,AEW ବିଭୁଦତ୍ତ ପ୍ରଧାନ, ଜିଲ୍ଲା ସଂଯୋଜକ ନବ ଦାଶ ଉଦଘାଟନ କରିଥିଲେ ଏବଂ ତାଲିମ ଦାତା ପବିତ୍ର ପଟ୍ଟନାୟକ ତାଲିମ ପ୍ରଦାନ କରିଥିଲେ ।

\"\"
\"\"
\"\"
\"\"
\"\"

Leave a Reply

Your email address will not be published. Required fields are marked *