ମୁଁ ବାତ୍ୟା ଆଶ୍ରୟସ୍ଥଳୀରୁ କହୁଛି……!!
ଟିଭି ପରଦାରେ ଘନ ଘନ ଚର୍ଚ୍ଚା ଜାରି ରହିଛି ,ବାତ୍ୟା ଆସୁଛି । ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧି ଆଉ ଦିନକ ପରେ ଉପକୂଳ ଜିଲ୍ଲା ର ସ୍ଥଳଭାଗରେ ମାଡ ହେବ। ପବନର ବେଗ ଘଣ୍ଟା ପ୍ରତି ୧୫୦ କି ମି ରୁ ଅଧିକ ରହିବ। ଓଡ଼ିଶାର ଧନ ଜୀବନ ଏମିତି ବାତ୍ୟା ରେ ଅସୁରକ୍ଷିତ। ୧୯୭୧ ମସିହାର ବାତ୍ୟା ହେଉ କି ୧୯୯୯ ମସିହାର ମହାବାତ୍ୟା
Read More