Blog

ଓଡ଼ିଆ ନୂଆ ବର୍ଷ ଆଉ ପ୍ରଭୁ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା

ଓଡ଼ିଆ ନୂଆ ବର୍ଷ ଆଉ ପ୍ରଭୁ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା

ଜୟ ଜଗନ୍ନାଥ। ଓଡ଼ିଆ ନୂଆ ବର୍ଷ ଆଉ ପ୍ରଭୁ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ।
ଆଜି ଆମ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ ଦିନ । ପନ୍ଦର ବର୍ଷ ପୂର୍ବରୁ ମୁଁ ସମ୍ପାଦକ ଭାବରେ ଆଜି ଦିନରେ ନିଗମ ର ଦାୟିତ୍ଵ ନେଇଥିଲି । ଏହି ସଂଗଠନକୁ ନୂଆ ରୂପ ଦେବା ପାଇଁ ଆମେ ଅହରହ ଉଦ୍ୟମ କରି ଏହି ସ୍ଥାନରେ ପହଞ୍ଚି ପାରିଛୁ। ଆପଣ ମାନଙ୍କ ସହଯୋଗ ଆମକୁ ଅନେକ ସଫଳତା ଦେଇଛି ।
ଆଜି ଦିନରେ ସମସ୍ତଙ୍କୁ ଶୁଭେଚ୍ଛା। ମୁଁ ଆଶା କରିବା ଆଜିର ଏହି ସଂକଳ୍ପ ଦିବସରେ ଆମେ ମଣିଷ କୁ ଭଲପାଇବା ଭଳି ସବୁଠୁ ସଦଗୁଣ ରେ ନିଜକୁ ବ୍ରତୀ କରିବା । ଜୟ ଜଗନ୍ନାଥ।🙏🙏

\"\"

Leave a Reply

Your email address will not be published. Required fields are marked *