Blog

ନବକଳେବର FPO ଅଫିସ ରେ ନିଗମ NGO ଦ୍ଵାରା ଅଡିଟ

ନବକଳେବର କୃଷକ ଉତ୍ପାଦକ ସଙ୍ଗଠନ ଅଫିସ ରେ ନିଗମ NGO ଅଫିସ ର ଆକାଉଣ୍ଟ ଅଫିସର ବିରଳା ବାବୁଙ୍କ ଦ୍ଵାରା ଆକାଉଣ୍ଟ ଅଡିଟ ହେଉଛି।

\"\"
\"\"
\"\"
\"\"
\"\"
\"\"

ନବକଳେବର FPO ମାଧ୍ୟମରେ ହାଣ୍ଡିକ୍ରାଫ୍ଟ ତାଲିମ ପ୍ରଦାନ କରାଯାଇ କାରିଗର ମାନଙ୍କ ଠାରୁ ସବାଇ ସାମଗ୍ରୀ ଗୁଡ଼ିକୁ ଭୁବନେଶ୍ୱର ନିଗମ ଅଫିସକୁ ପଠାଯାଇଛି, ସେଗୁଡିକୁ ବିଭିନ୍ନ ଷ୍ଟଲ୍ ମାନଙ୍କରେ ବିକ୍ରୀ କରିବା ପାଇଁ।

Leave a Reply

Your email address will not be published. Required fields are marked *