Blog

ତୃଣମୂଳ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ନେଇଛନ୍ତି ଅରିଲୋ ଗ୍ରାମର ମହିଳାମାନେ

ତା ୦୨.୦୩.୨୪ ରିଖରେ ବାଲିପାଟଣା ବ୍ଲକର ତିହିଡି, ଅରିଲୋ ଗ୍ରାମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ସେଥିରେ ଅରିଲୋ ଗ୍ରାମର ମହିଳାମାନେ ଭାଗନେଇଥିଲେ । ନାବାଡ଼ର୍ DDM madam ଉପସ୍ଥିତ ରହି ମହିଳା ମାନଙ୍କୁ କିପରି ସ୍ବାବଲମ୍ବୀ ହୋଇପାରିବେ ଭଲ ଭାବରେ ବୁଝାଇଥିଲେ । ନିଗମ NGO ପରିଚାଳନାରେ ନାବାଡ଼ ଆର୍ଥିକ ଅନୁଦାନ ପ୍ରଦାନ କରି ଥିଲେ। କିପରି କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ଉପରେ ଆଲୋଚନା ହୋଇଥିଲା।

\"\"

Leave a Reply

Your email address will not be published. Required fields are marked *