Blog

ମଧୁର ଜଳ ମାଛ ଚାଷ

29-2-24 କଟକ ଜିଲ୍ଲା ମାଲିହତା ଗ୍ରାମରେ ଯାଇ ସେଠାରେ କିଛି ଚାଷୀ ଙ୍କୁ ଭେଟି ସଭା କରିଥିଲୁ । କିପରି ଚାଷୀଙ୍କ ନିଜସ୍ଵ ପୋଖରି ରେ ମଧୁର ଜଳ ସବୁ ପ୍ରକାର ମାଛ ଚାଷ କରି ସଫଳ ହେବ ସେ ବିଷୟରେ ଆଲୋଚନା ହେଲା। ସେହିପରି ଚାଷୀ ମାନେ କିପରି ମାଛ ଯାଆଁଲ ସୁଲଭ ମୂଲ୍ୟରେ ପାଇ ପାରିବେ ସେହି ବିଷୟରେ ଆଲୋଚନା ହେଲା। ୩ ଜଣ ଚାଷୀ ଙ୍କ ପୋଖରୀ ଖୋଲିବା ପାଇଁ କହିଥିଲେ ଓ ଜଣେ ମାଛ ଯାଆଁଲ ଚାଷ ପାଇଁ କହିଥିଲେ

\"\"

Leave a Reply

Your email address will not be published. Required fields are marked *