BOD Meeting (Sabuj Jamada FPO)
ଆଜି ତା ୨୮.୦୧.୨୫ ରେ ସନ୍ଧ୍ୟାରେ ସବୁଜ ଜାମଦା fpo ଅଫିସ ରେ BOD ମାନଙ୍କୁ ନେଇ meetings କରାଗଲା, ସବୁ Director ମାନଙ୍କୁ pen,Diary ଦିଆଗଲା ଏବଂ Dinner ର ବ୍ୟବସ୍ଥା କରାଗଲା ତା ସହିତ fpo business ଉପରେ ଆଲୋଚନା କରାଗଲା କି ଆମେ ଏଇ ମାସରେ ଆଳୁ ଗୋଦାମ ଏବଂ ମୁଢି meal କରାଯିବ। ଆମ Dc ଶିବ ବାବୁ ଯୋଗଦାନ ଦେଇଥିଲେ।