ଚାଷୀ ମାନେ ମହାରାଷ୍ଟ୍ର ଗସ୍ତରେ
ଚାଷୀ ମାନେ ମହାରାଷ୍ଟ୍ର ଗସ୍ତରେ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଙ୍କ ସହିତ ନିଗମ ଦ୍ଵାରା ଗଠିତ ଅଚିହ୍ନା ବାବା କୃଷକ ଉତ୍ପାଦକ ସଂଗଠନ ବଡ଼ମ୍ବା ର କର୍ମକର୍ତ୍ତା ତଥା ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ଚାଷୀ ମାନେ ମହାରାଷ୍ଟ୍ର ଗସ୍ତରେ ଏକ ବିଶେଷ ମୁହୂର୍ତ୍ତରେ।