Blog

ଆଳୁ ଚାଷ ଏକ ଲାଭବାନ ଚାଷ ! ଏହାକୁ ସଫଳ କରି ଦେଖାଛନ୍ତି

କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ,ଗୋପାଳପୁର ଶିରସୁନ୍ଦରପୁର, ସିମଳଦା ଗ୍ରାମର ଚାଷୀ ମାନେ ଆଳୁ ଚାଷ କରି ସଫଳ ହେଲେ। ଭୁବନେଶ୍ୱର ନିଗମ NGO ପରିଚାଳନାରେ ନାବାଡ଼ର୍ ସହାୟତାରେ ବିଭୁ କୃପା FPO ଗଠନ କରି ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯାଇ ଥିଲା । ଉନ୍ନତ ମାନର ବିହନ ଯୋଗାଇ ଦିଆଯିବା ଦ୍ଵାରା ଅଧିକରୁ ଅଧିକ ଅମଳ ହୋଇଅଛି।

\"\"
\"\"

Leave a Reply

Your email address will not be published. Required fields are marked *