Blog

BOD Meeting Continue at Kalpabata FPO

କଳ୍ପବଟ FPO ଅଫିସରେ ବୋର୍ଡ ଡାଇରେକ୍ଟର ମାନଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଭାଗ ନେଇ ସବୁ ଡାଇରେକ୍ଟର ମାନେ ସୁଚିନ୍ତିତ ମତାମତ ଦେଇ ଥିଲେ । ନିଗମ NGO ର ସେକ୍ରେଟାରୀ ସୁରେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ କଳ୍ପବଟ FPO ର କିପରି ବ୍ୟବସାୟ କରି ଉତ୍ତର ଉତ୍ତର ଉନ୍ନତି ହେବ ସେ ବିଷୟରେ ଆଲୋଚନା ହେଲା । ନାବାଡ଼ର୍ ଆର୍ଥିକ ଅନୁଦାନ ଅର୍ଥକୁ କିପରି ଭାବରେ ପରିଚାଳନା କରି ଚାଷୀ ମାନଙ୍କର ଉନ୍ନତି ଆଣିବା ଲାଗି ଆଲୋଚନା ହେଲା ।

\"\"
\"\"

Leave a Reply

Your email address will not be published. Required fields are marked *