ଶୁଭ ସକାଳ
ଶୁଭ ସକାଳ
ଶୁଭ ସକାଳ, ଜୟ ଜଗନ୍ନାଥ, ଅତୀତ ବେଳେ ବେଳେ ବର୍ତ୍ତମାନର ଝରକା ଦେଇ ଅତିକ୍ରମ କରେ ଯେତେବେଳେ ନା ଲୁହକୁ ଅଟକାଇ ହୁଏ ନା କୋହ ସମ୍ବରଣ କରି ହୁଏ। ଜୀବନ ଏମିତି । ପ୍ରତି କ୍ଷଣ ନିହାତି ଅପ୍ରତ୍ୟାଶ ଆଉ ବିଧି ନିର୍ଦ୍ଦେଶ । ମଣିଷ ନିମିତ୍ତ ମାତ୍ର। ମଣିଷର ହୃଦୟ ଜିତିବା ପୃଥିବୀର ସର୍ବଶ୍ରେଷ୍ଠ କର୍ମ । ପ୍ରେମ ଭଲ ପାଇବା ଜୀବନ ର ଚଲା ରାସ୍ତାର କେତୋଟି ସାଉଁ ଟା ଫୁଲ । କର୍ତ୍ତବ୍ୟ ସର୍ବଶ୍ରେଷ୍ଠ ଗନ୍ତବ୍ୟ ଯେଉଁଠି ଜୀବନ ରାସ୍ତାର ବିଜୟର ପତାକା ଫର୍ ଫର୍ ହୋଇ ଉଡ଼ିଥାଏ। ଆଜି ଦିନ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଆଉ ସ୍ମରଣୀୟ ବି । ଜୟ ଜଗନ୍ନାଥ 🙏🙏।