Blog

ମହିଳାଙ୍କୁ ଆତ୍ମ ନିର୍ଭର

ବୋଲଗଡ଼ ଠାରେ 90 ଜଣ ମହିଳା ଙ୍କୁ ଆତ୍ମ ନିର୍ଭର କରିବା ପାଇଁ ଦିଆଯାଇଥିବା ଟ୍ରେନିଂ ରେ ସେମାନେ ବିଭିନ୍ନ ପ୍ରକାର ବ୍ୟାଗ୍ ତିଆରି କରିବା ସିଖିଛନ୍ତି। ସେମାନଙ୍କ ବ୍ୟାଗ୍ ରେଳ ଷ୍ଟେସନ ସମେତ ବ୍ଲକ ରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ରେ ବିକ୍ରି କରାଯାଉ ଅଛି।

\"\"

Leave a Reply

Your email address will not be published. Required fields are marked *