Blog

କିଏ ସ୍ଵାଧୀନ

କିଏ ସ୍ଵାଧୀନ ?


ଦୁଃଖୀ ରଙ୍କି ଘରେ ଚୁଲି ଜଳୁ ନାହି,
ଭିକାରୀ ମାଗୁଛି ଭିକ
ଚାଷୀ କ୍ଷେତ ପୁଣି ଉଜୁଡ଼ି ଗଲାଣି
କିଏ ବା ପାଇଛି ସୁଖ ?
ଅଠସ୍ତରୀ ବର୍ଷ ବିତି ଗଲା ପରେ
ସ୍ବାଧିନ ହୋଇନି ଦୁଃଖୀ
ଲାଂଚ ମିଛ ଏଠି ଠକଙ୍କ ଗହଳି
ଶାନ୍ତି ମୈତ୍ରୀ ପ୍ରୀତି ବାକି ।
ଗାନ୍ଧୀ ଗୋପବନ୍ଧୁ ଆଦର୍ଶ ହଜିଲା
ନିଶା ମୁକ୍ତି ହେଲା ସ୍ବପ୍ନ
ଶିକ୍ଷା ସ୍ବାସ୍ଥ୍ୟ ପୁଣି ହେଲା ଅପହଞ୍ଚ
କେମିତି ପାଳିବା ଜସ୍ନ ?

\"\"

Leave a Reply

Your email address will not be published. Required fields are marked *