Blog

ବିଦାୟ ସମ୍ବର୍ଦ୍ଧନା

ଆଜି ଗୋଟିଏ ଅଲଗା ଦିନ ଥିଲା। ଇତି ମାଡାମ ନିଗମ କେନ୍ଦ୍ର ଅଫିସ କୁ ନିୟମିତ ଆଉ ଆସିବେ ନାହିଁ । ଏହା ଭିତରେ ତାଙ୍କର ବିବାହ ହୋଇ ଯାଇଛି। ସେ ସୁଦୂର ବାଙ୍ଗାଲୋର ରେ ଅବସ୍ଥାନ କରିବେ । ଆମେ ଆଜି ଏକ ଆନନ୍ଦମୟ ପରିବେଶରେ ତାଙ୍କୁ ସାମୟିକ ବିଦାୟ ଦେଲୁ । ସେ ନିଗମ ପରିବାର ସହିତ ପରୋକ୍ଷରେ ଯୋଡ଼ି ହୋଇ ରହିବେ। ତାଙ୍କର 26 ମାସର ଯାତ୍ରା ଆମ ସହିତ ଖୁବ୍ କର୍ମ ମୟ ଥିଲା । ସେ ଖୁବ୍ ମେଳାପୀ ଆଉ ମିଷ୍ଟ ଭାଷୀ ଅଟନ୍ତି ।କାର୍ଯ୍ୟ ଦକ୍ଷତା ଆଉ ସଂଯୋଜନା କ୍ଷେତ୍ରରେ ସେ ଖୁବ୍ ପାରଦର୍ଷୀ।ଈଶ୍ୱର ତାଙ୍କର ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ।🙏🙏

\"Nigam
\"\"

Leave a Reply

Your email address will not be published. Required fields are marked *