Blog

ଜଗତସିଂହପୁର, ବୋରିକିନା ଠାରେ ଜାତୀୟ ମସ୍ୟଜିବି ଡିଜିଟାଲ ପ୍ଲାଟଫର୍ମ ନିମନ୍ତେ ପଞ୍ଜୀକରଣ ଶିବିର, ପତିତପାବନ ଦ୍ଵାରା ଆୟୋଜନ କରାଯାଇଛି

ଜଗତସିଂହପୁର, ବୋରିକିନା ଠାରେ ଜାତୀୟ ମସ୍ୟଜିବି ଡିଜିଟାଲ ପ୍ଲାଟଫର୍ମ ନିମନ୍ତେ ପଞ୍ଜୀକରଣ ଶିବିର, ପତିତପାବନ ଦ୍ଵାରା ଆୟୋଜନ କରାଯାଇଛି

ବୋରିକିନା ଠାରେ ଏକ ଜାତୀୟ ମତ୍ସଜିବୀ ଡିଜିଟାଲ ପ୍ଲାଟଫର୍ମ ନିମନ୍ତେ ପଞ୍ଜିକରଣ ଶିବିର ର ଆୟୋଜନ କରାଯାଇ ଥିଲା. 56 ଜଣ ମେମ୍ବର ଙ୍କର ନାମ ପଞ୍ଜିକରଣ କରାଯିବା ସହିତ ବୈଠକ ରେ ନୂଆ ଚାଷୀ ଓ ବ୍ୟବସାୟ ସମ୍ପର୍କ ରେ ଆଲୋଚନା କରାଗଲା. 6 ଜଣ ନୂଆ ଚାଷୀ ଯୋଡି ହେବା ସହିତ ଆଗାମୀ ଦିନରେ ଆଉ କିଛି ଚାଷୀ ମେମ୍ବର ହେବା ପାଇଁ ପ୍ରତିଶ୍ରୁତି ଦେଲେ.
ଆସନ୍ତା ଗୁରୁବାର ଦିନ ଆଉ ଏକ ଶିବିର ର ଆୟୋଜନ ବ୍ୟବସ୍ଥା ରହିଛି.
ବୈଠକ ରେ କିଛି ବକେୟା ବ୍ୟବସାୟ ଟଙ୍କା ମଧ୍ୟ ଆଦାୟ କରାଗଲା.

Leave a Reply

Your email address will not be published. Required fields are marked *