ଶୁଭ ସକାଳ
ଶୁଭ ସକାଳ ରବିବାର
ରବିବାର ଛୁଟି ର କଥା କେବଳ କହେ ନାହିଁ। ଏହି ଦିନ ପରିବାର ବନ୍ଧୁ ସ୍ୱଜନ ଙ୍କ ସହିତ ବିତେଇବା ପାଇଁ ସୁଯୋଗ ଥାଏ।
ମନରେ ପ୍ରଶ୍ନ ଆସେ ଯେଉଁ ମାନେ ଦିନ ମଜୁରିଆ, ଶ୍ରମିକ ଯେଉଁ ମାନେ କୃଷି କାମରେ ବ୍ୟସ୍ତ ତାଙ୍କ ପାଇଁ ଏହି ଦିନର ସ୍ୱତନ୍ତ୍ରତା କିଛି ଅଛି କି ??
ଅତଏବ ଆମେ ଯେଉଁ ମାନେ ଏହି ଦିନ କୁ ଛୁଟି ଭାବରେ ଗ୍ରହଣ କରି ପାରିଛେ ସମାଜର ଉପରୋକ୍ତ ଶ୍ରେଣୀ ପାଇଁ ସୁସ୍ଥ ମନରେ ବଡ଼କଥା ଭାବିବା ଦରକାର୍।
ପୁଣି ମନକୁ ଆସେ ଏହି ଦିନ ମଧ୍ୟ ଭଗବାନ ଙ୍କୁ ପ୍ରାପ୍ତି ପାଇଁ ଖୁବ୍ ଭଲ ଦିନ ଟିଏ। ରବି ବାର ସୂର୍ଯ୍ୟଙ୍କ ଦିନ। ମୁଖ୍ୟତଃ ସମସ୍ତେ ନିରାମିଷ ଭୋଜନ କରିବା ଦରକାର୍। ସୂର୍ଯ୍ୟ ଦେବତା ଯେହେତୁ ସକଳ ଶକ୍ତିର ଆଧାର ଶୁଦ୍ଧ ମନରେ ତାଙ୍କର ପୂଜା ହିଁ ଇଶ୍ୱରୀୟ ଚେତନାକୁ ଉଦବୁଦ୍ଧ କରି ଥାଏ। ଜୟ ଜଗନ୍ନାଥ।
🙏🙏🙏