Blog

ଭୁବନେଶ୍ଵର ଗ୍ରାଣ୍ଡ ଗାଲେକ୍ସି ହୋଟେଲ ରେ ନିଗମ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ।

ତା ୧୧.୦୩.୨୪ ରିଖ ଭୁବନେଶ୍ଵର ଗ୍ରାଣ୍ଡ ଗାଲେକ୍ସୀ ହୋଟେଲ ରେ ନିଗମ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମହିଳା ମାନଙ୍କୁ ସମ୍ମାନିତ କରାଯାଇଛି। ନାବାଡ଼ର୍ DDM madam ଯୋଗ ଦେଇ ମହିଳା ମାନଙ୍କର ସମାଜ ତଥା ପରିବାରରେ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ। ସେଇପରି ନିଗମ NGO ର ସମସ୍ତ ମହିଳା ଅଧିକାରୀ ମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଶେଷରେ ୫ଜଣ କୃତି ମହିଳା ମାନଙ୍କୁ ସମ୍ମାନୀତ କରାଯାଇଥିଲା।

\"\"

Leave a Reply

Your email address will not be published. Required fields are marked *