Blog

ଭୁବନେଶ୍ବରରେ ନାବାଡ଼ ଓ ଏନ ଜି ଓ ମାନଙ୍କୁ ନେଇ ଏକ ଆଲୋଚନାଚକ୍ର

ତା ୦୨.୦୩.୨୪ ରିଖ ରେ ଗ୍ରାଣ୍ଡ ଗଲେକ୍ସୀ ହୋଟେଲ ରେ ପ୍ରମୁଖ NGO ମାନଙ୍କୁ ନେଇ ଏକ ନୂତନ ସମ୍ଭାବନା ଉପରେ ଆଲୋଚନା ହୋଇଥିଲା। ସେଥିରେ ନାବାଡ଼ର୍ ଖୋର୍ଦ୍ଧାର DDM madam ଉପସ୍ଥିତ ରହି ସଭା ପରିଚାଳନା କରି ଗୁଣାତ୍ମକ ମାନର ପରାମର୍ଶ ଦେଇଥିଲେ। ସଭାରେ ମଦର୍ NGO ପରିଚାଳନାରେ ଗୋ ପାଳନ କରିବା ସହ କେତେକ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। କିପରି ଭାବରେ ଗୋ ପାଳନ କରିବାକୁ ଅନ୍ୟ ଚାଷୀ ମାନଙ୍କୁ ଆକର୍ଷିତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ। ଚାଷ ଓ ଚାଷୀଙ୍କର ଜୀବନ କାଳ ଭିତରେ ସବୁପ୍ରକାର କାର୍ଯ୍ୟରେ ଯୋଗଦାନ ହେଇପାରିବ ସୁଚିନ୍ତିତ ମତାମତ ଦେଇଥିଲେ ।

\"\"
\"\"
\"\"

Leave a Reply

Your email address will not be published. Required fields are marked *