Blog

ଉନ୍ନତ ଧାନ ବିହନ ବିକ୍ରୀ ପାଇଁ ଚାଷୀ ମାନଙ୍କୁ ମିଟିଂ ମାଧ୍ୟମରେ ସୂଚନା ଦିଆଗଲା FPO

18/04/2025
ଆଜି ଆମେ ଚଢ଼େପାହାଡ଼ି ଗ୍ରାମ କୁ ଯାଇଥିଲୁ ଏବଂ ସେଠାରେ ଚାଷୀଙ୍କୁ ଏକାଠି କରି ମିଟିଙ୍ଗ କରିଥିଲୁ ଏଥର ଖରିଫ ଧାନ ଚାଷରେ ବିହନ FPO ଠାରୁ ଦେବୁ ଏବଂ ଚାଷୀଙ୍କୁ FPO ରେ ମେମ୍ବର ହେବ ପାଇଁ ମଧ୍ୟ କହିଥିଲୁ .

\"\"
\"\"

Leave a Reply

Your email address will not be published. Required fields are marked *