Blog

ଆଜି ର ଦିନଟି ଆମ ନିଗମ ଅନୁଷ୍ଠାନ ପାଇଁ ଏକ ଗରିମାମୟ ଦିବସ, ଚାରିଟି ଜିଲ୍ଲାର ଚାରି FPO କୁ ମୁଖ୍ୟ ମନ୍ତ୍ରୀ ଙ୍କ ସଭାରେ ସମ୍ବର୍ଦ୍ଧିତ ହେଲେ

ସମସ୍ତଙ୍କୁ ଶୁଭେଚ୍ଛା ଓଡ଼ିଶାରେ ସମୁଦାୟ 31ଟି FPO କୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଦିଆ ଗଲା । ଆମେ 8 ଟି ଜିଲ୍ଲାରେ FPO କାର୍ଯ୍ୟକ୍ରମ କରିଛୁ । ନିଗମ ଦ୍ଵାରା ପରିଚାଳିତ ଚାରୋଟି FPO କୁ OUAT ଭୁବନେଶ୍ୱର ରେ ପାଳିତ 63ତମ ପ୍ରତିଷ୍ଠା ଦିବସ ସମାରୋହରେ ପୁରୀ, କଟକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଦିଆଗଲା। କଟକର ନିର୍ମାଲ୍ୟ FPO, ପୁରୀ ର ଅଲାରନାଥ FPO, ମୟୂରଭଞ୍ଜ ର ବାଦାମ ପାହର FPO ଓ ବାଲେଶ୍ୱର ର DN FPO କୁ ସମ୍ବର୍ଦ୍ଧିତ କରାଯାଇଛି।

ବାଲେଶ୍ଵର, ମୟୂରଭଞ୍ଜ , କଟକ ଓ ପୁରୀ

\"\"
\"\"
\"\"
\"\"
\"\"
\"\"
\"\"

Leave a Reply

Your email address will not be published. Required fields are marked *