Blog

Mobilization Meetings

ଆଜି କିଛି SHG ମେମ୍ବର ମାନଙ୍କୁ ଭେଟିଲୁ mobilization meetings କଲୁ ତାଙ୍କୁ ବୁଝେଇଲୁ ଏବଂ ଆଗକୁ ମୁଢି meal ପାଇଁ ଆଗ୍ରହୀ ଅଛନ୍ତି ବୋଲି କହିଲେ, ମୁଁ ସେ ବିଷୟରେ କଥା ହେଲି, ଏବଂ କିଛି ଲଙ୍କା, ଧଣିଆ ଏବଂ ବାଇଗଣ ମଞ୍ଜି ତାଙ୍କୁ free ରେ ଦେଲୁ 2nd installment 2 ଜଣ ଠାରୁ ଆଣିଲୁ ଏବଂ ଏବଂ ବର୍ଷା ଆସିଲା ରୁ ବନ୍ଦ ହେଲା। ଅଫିସ ରେ କିଛି Register update କଲୁ।

Leave a Reply

Your email address will not be published. Required fields are marked *